ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୭୮।

0 1,270

ଭୁବନେଶ୍ବର ୧୩/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୭୮ ପଜିଟିଭ ସଂଖ୍ୟା ୧୦,୫୧,୭୫୨ ଚିହ୍ନଟ ହୋଇଛନ୍ତି ୧୦,୪୧,୩୬୫ ଜଣ ସୁସ୍ଥ ହୋଇଥିବା ବେଳେ ୧,୮୯୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୩୬ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୦,୨୨୩ ସୁସ୍ଥ ସଂଖ୍ୟା ୧,୭୭,୭୭୨ ଚିକିତ୍ସିତ ସଂଖ୍ୟା ୮୫୨, ମୃତ ସଂଖ୍ୟା ୧୫୮୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୩୫୮, ସୁସ୍ଥ ସଂଖ୍ୟା ୯୪,୪୦୫ ଚିକିତ୍ସିତ ସଂଖ୍ୟା ୯୧, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୫୦ ସୁସ୍ଥ ସଂଖ୍ୟା ୩୩,୪୪୬ ଚିକିତ୍ସିତ ସଂଖ୍ୟା ୧୫ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୨୭୧ ସୁସ୍ଥ ସଂଖ୍ୟା ୬୧,୫୭୯ ଚିକିତ୍ସିତ ସଂଖ୍ୟା ୯୬, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.