ଭୁବନେଶ୍ବର ୧୦/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୮୬ ପଜିଟିଭ ସଂଖ୍ୟା ୧୦,୫୧,୨୪୧ ଚିହ୍ନଟ ହୋଇଛନ୍ତି ୧୦,୪୦,୬୨୦ ଜଣ ସୁସ୍ଥ ହୋଇଥିବା ବେଳେ ୨,୧୩୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୩୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୯,୯୬୬ ସୁସ୍ଥ ସଂଖ୍ୟା ୧,୭୭,୪୪୦ ଚିକିତ୍ସିତ ସଂଖ୍ୟା ୯୨୮, ମୃତ ସଂଖ୍ୟା ୧୫୮୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୩୩୪, ସୁସ୍ଥ ସଂଖ୍ୟା ୯୪,୩୬୦ ଚିକିତ୍ସିତ ସଂଖ୍ୟା ୧୧୨, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୪୮ ସୁସ୍ଥ ସଂଖ୍ୟା ୩୩,୪୩୫ ଚିକିତ୍ସିତ ସଂଖ୍ୟା ୨୪ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୨୪୪ ସୁସ୍ଥ ସଂଖ୍ୟା ୬୧,୫୩୦ ଚିକିତ୍ସିତ ସଂଖ୍ୟା ୧୧୮, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।