ଭୁବନେଶ୍ବର ୦୮/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୫୫। ପଜିଟିଭ ସଂଖ୍ୟା ୧୦,୫୦,୭୬୦ ଚିହ୍ନଟ ହୋଇଛନ୍ତି ୧୦,୪୦,୧୩୯ ଜଣ ସୁସ୍ଥ ହୋଇଥିବା ବେଳେ ୨,୧୪୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୨୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୯,୬୧୪ ସୁସ୍ଥ ସଂଖ୍ୟା ୧,୭୭,୨୪୬ ଚିକିତ୍ସିତ ସଂଖ୍ୟା ୮୬୪, ମୃତ ସଂଖ୍ୟା ୧୫୮୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୩୦୬, ସୁସ୍ଥ ସଂଖ୍ୟା ୯୪,୩୨୭ ଚିକିତ୍ସିତ ସଂଖ୍ୟା ୧୧୭, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୪୩ ସୁସ୍ଥ ସଂଖ୍ୟା ୩୩,୪୨୮ ଚିକିତ୍ସିତ ସଂଖ୍ୟା ୧୬ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୨୧୮ ସୁସ୍ଥ ସଂଖ୍ୟା ୬୧,୫୦୩ ଚିକିତ୍ସିତ ସଂଖ୍ୟା ୧୧୯, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।