ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୯୭।

0 1,241

ଭୁବନେଶ୍ବର ୨୯/୧୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୯୭। ପଜିଟିଭ ସଂଖ୍ୟା ୧୦,୪୮,୮୮୦ ଚିହ୍ନଟ ହୋଇଛନ୍ତି ୧୦,୩୮,୦୮୫ ଜଣ ସୁସ୍ଥ ହୋଇଥିବା ବେଳେ ୨,୩୩୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୦୯ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୮,୯୦୦ ସୁସ୍ଥ ସଂଖ୍ୟା ୧,୭୬,୨୮୨ଚିକିତ୍ସିତ ସଂଖ୍ୟା ୧,୦୨୯, ମୃତ ସଂଖ୍ୟା ୧୫୭୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୧୯୨, ସୁସ୍ଥ ସଂଖ୍ୟା ୯୪,୨୦୬ ଚିକିତ୍ସିତ ସଂଖ୍ୟା ୧୨୭, ମୃତ ସଂଖ୍ୟା ୮୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୧୨ ସୁସ୍ଥ ସଂଖ୍ୟା ୩୩,୪୦୩ ଚିକିତ୍ସିତ ସଂଖ୍ୟା ୧୪ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୧୨୬ ସୁସ୍ଥ ସଂଖ୍ୟା ୬୧,୩୭୩ ଚିକିତ୍ସିତ ସଂଖ୍ୟା ୧୫୮, ମୃତ ସଂଖ୍ୟା ୫୯୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.