ଭୁବନେଶ୍ବର ୨୫/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୫୫। ପଜିଟିଭ ସଂଖ୍ୟା ୧୦,୪୮,୦୦୮ ଚିହ୍ନଟ ହୋଇଛନ୍ତି ୧୦,୩୭,୧୫୨ ଜଣ ସୁସ୍ଥ ହୋଇଥିବା ବେଳେ ୨,୪୦୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୦୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୮,୪୯୬ ସୁସ୍ଥ ସଂଖ୍ୟା ୧,୭୫,୮୧୩ ଚିକିତ୍ସିତ ସଂଖ୍ୟା ୧,୦୯୫, ମୃତ ସଂଖ୍ୟା ୧୫୭୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୧୪୪, ସୁସ୍ଥ ସଂଖ୍ୟା ୯୪,୧୨୪ ଚିକିତ୍ସିତ ସଂଖ୍ୟା ୧୫୮, ମୃତ ସଂଖ୍ୟା ୮୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୦୨ ସୁସ୍ଥ ସଂଖ୍ୟା ୩୩,୩୯୬ ଚିକିତ୍ସିତ ସଂଖ୍ୟା ୧୭ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୦୭୫ ସୁସ୍ଥ ସଂଖ୍ୟା ୬୧,୩୪୫ ଚିକିତ୍ସିତ ସଂଖ୍ୟା ୧୩୫, ମୃତ ସଂଖ୍ୟା ୫୯୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।