ଭୁବନେଶ୍ବର ୨୦/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୩୯। ପଜିଟିଭ ସଂଖ୍ୟା ୧୦,୪୬,୭୯୮ ଚିହ୍ନଟ ହୋଇଛନ୍ତି ୧୦,୩୫,୯୬୭ଜଣ ସୁସ୍ଥ ହୋଇଥିବା ବେଳେ ୨,୩୮୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୯୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୭,୯୫୨ ସୁସ୍ଥ ସଂଖ୍ୟା ୧,୭୫,୨୫୧ ଚିକିତ୍ସିତ ସଂଖ୍ୟା ୧,୧୨୧, ମୃତ ସଂଖ୍ୟା ୧୫୭୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୦୮୦, ସୁସ୍ଥ ସଂଖ୍ୟା ୯୪,୦୦୯ ଚିକିତ୍ସିତ ସଂଖ୍ୟା ୨୩୦, ମୃତ ସଂଖ୍ୟା ୮୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୯୦ ସୁସ୍ଥ ସଂଖ୍ୟା ୩୩,୩୮୮ ଚିକିତ୍ସିତ ସଂଖ୍ୟା ୧୩ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୯୯୦ ସୁସ୍ଥ ସଂଖ୍ୟା ୬୧,୩୧୧ ଚିକିତ୍ସିତ ସଂଖ୍ୟା ୮୪, ମୃତ ସଂଖ୍ୟା ୫୯୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।