ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୨୯।

0 1,169

ଭୁବନେଶ୍ବର ୧୮/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୨୯। ପଜିଟିଭ ସଂଖ୍ୟା ୧୦,୪୬,୩୧୭ ଚିହ୍ନଟ ହୋଇଛନ୍ତି ୧୦,୩୫,୨୬୨ ଜଣ ସୁସ୍ଥ ହୋଇଥିବା ବେଳେ ୨,୬୧୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୮୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୭,୭୦୯ ସୁସ୍ଥ ସଂଖ୍ୟା ୧,୭୪,୮୮୪ ଚିକିତ୍ସିତ ସଂଖ୍ୟା ୧,୨୪୬, ମୃତ ସଂଖ୍ୟା ୧୫୬୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୦୩୮, ସୁସ୍ଥ ସଂଖ୍ୟା ୯୩,୯୪୧ ଚିକିତ୍ସିତ ସଂଖ୍ୟା ୨୩୮, ମୃତ ସଂଖ୍ୟା ୮୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୮୬ ସୁସ୍ଥ ସଂଖ୍ୟା ୩୩,୩୮୭ ଚିକିତ୍ସିତ ସଂଖ୍ୟା ୧୧ ମୃତ ସଂଖ୍ୟା ୪୮୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୯୭୭ ସୁସ୍ଥ ସଂଖ୍ୟା ୬୧,୨୭୮ ଚିକିତ୍ସିତ ସଂଖ୍ୟା ୯୯, ମୃତ ସଂଖ୍ୟା ୫୯୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.