ଭୁବନେଶ୍ବର ୧୬/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୦୭। ପଜିଟିଭ ସଂଖ୍ୟା ୧୦,୪୫,୮୬୨ ଚିହ୍ନଟ ହୋଇଛନ୍ତି ୧୦,୩୪,୭୫୯ ଜଣ ସୁସ୍ଥ ହୋଇଥିବା ବେଳେ ୨,୬୬୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୮୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୭,୪୮୨ ସୁସ୍ଥ ସଂଖ୍ୟା ୧,୭୪,୬୧୬ ଚିକିତ୍ସିତ ସଂଖ୍ୟା ୧,୨୯୨, ମୃତ ସଂଖ୍ୟା ୧୫୬୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୦୦୫, ସୁସ୍ଥ ସଂଖ୍ୟା ୯୩,୯୧୦ ଚିକିତ୍ସିତ ସଂଖ୍ୟା ୨୩୬, ମୃତ ସଂଖ୍ୟା ୮୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୮୧ ସୁସ୍ଥ ସଂଖ୍ୟା ୩୩,୩୮୨ ଚିକିତ୍ସିତ ସଂଖ୍ୟା ୧୧ ମୃତ ସଂଖ୍ୟା ୪୮୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୯୫୮ ସୁସ୍ଥ ସଂଖ୍ୟା ୬୧,୨୮୩ ଚିକିତ୍ସିତ ସଂଖ୍ୟା ୮୧, ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।