ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୧୮।

0 1,268

ଭୁବନେଶ୍ବର ୦୭/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୧୮। ପଜିଟିଭ ସଂଖ୍ୟା ୧୦,୪୩,୪୬୯ ଚିହ୍ନଟ ହୋଇଛନ୍ତି ୧୦,୩୧,୮୫୦ ଜଣ ସୁସ୍ଥ ହୋଇଥିବା ବେଳେ ୩,୨୦୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୫୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୬,୩୧୩ ସୁସ୍ଥ ସଂଖ୍ୟା ୧,୭୩,୨୧୪ ଚିକିତ୍ସିତ ସଂଖ୍ୟା ୧,୫୩୮, ମୃତ ସଂଖ୍ୟା ୧୫୫୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୮୧୬, ସୁସ୍ଥ ସଂଖ୍ୟା ୯୩,୬୫୨ ଚିକିତ୍ସିତ ସଂଖ୍ୟା ୩୦୬, ମୃତ ସଂଖ୍ୟା ୮୫୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୬୯ ସୁସ୍ଥ ସଂଖ୍ୟା ୩୩,୩୫୭ ଚିକିତ୍ସିତ ସଂଖ୍ୟା ୨୬ ମୃତ ସଂଖ୍ୟା ୪୭୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୮୮୫ ସୁସ୍ଥ ସଂଖ୍ୟା ୬୧,୨୧୫ ଚିକିତ୍ସିତ ସଂଖ୍ୟା ୭୬ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.