ଭୁବନେଶ୍ବର ୦୪/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୫୧। ପଜିଟିଭ ସଂଖ୍ୟା ୧୦,୪୨,୭୭୩ ଚିହ୍ନଟ ହୋଇଛନ୍ତି ୧୦,୩୦,୪୪୨ ଜଣ ସୁସ୍ଥ ହୋଇଥିବା ବେଳେ ୩,୯୩୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୪୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୬,୦୧୪ ସୁସ୍ଥ ସଂଖ୍ୟା ୧,୭୨,୫୩୩ ଚିକିତ୍ସିତ ସଂଖ୍ୟା ୧,୯୨୬, ମୃତ ସଂଖ୍ୟା ୧୫୪୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୭୪୬, ସୁସ୍ଥ ସଂଖ୍ୟା ୯୩,୫୩୫ ଚିକିତ୍ସିତ ସଂଖ୍ୟା ୩୫୩, ମୃତ ସଂଖ୍ୟା ୮୫୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୬୦ ସୁସ୍ଥ ସଂଖ୍ୟା ୩୩,୩୪୯ ଚିକିତ୍ସିତ ସଂଖ୍ୟା ୨୫ ମୃତ ସଂଖ୍ୟା ୪୭୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୮୬୨ ସୁସ୍ଥ ସଂଖ୍ୟା ୬୧,୧୮୯ ଚିକିତ୍ସିତ ସଂଖ୍ୟା ୭୯ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।