ଭୁବନେଶ୍ବର ୨୩/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୪୧। ପଜିଟିଭ ସଂଖ୍ୟା ୧୦,୩୭,୯୬୪ ଚିହ୍ନଟ ହୋଇଛନ୍ତି ୧୦,୨୫,୦୨୫ ଜଣ ସୁସ୍ଥ ହୋଇଥିବା ବେଳେ ୪,୫୮୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୦୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୩,୬୬୩ ସୁସ୍ଥ ସଂଖ୍ୟା ୧,୬୯,୮୦୭ ଚିକିତ୍ସିତ ସଂଖ୍ୟା ୨,୩୧୩, ମୃତ ସଂଖ୍ୟା ୧୫୩୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୨୯୨, ସୁସ୍ଥ ସଂଖ୍ୟା ୯୨,୦୨୦ ଚିକିତ୍ସିତ ସଂଖ୍ୟା ୪୧୬, ମୃତ ସଂଖ୍ୟା ୮୫୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୨୫ ସୁସ୍ଥ ସଂଖ୍ୟା ୩୩,୩୧୮ ଚିକିତ୍ସିତ ସଂଖ୍ୟା ୨୨ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୭୭୭ ସୁସ୍ଥ ସଂଖ୍ୟା ୬୧,୦୭୮ ଚିକିତ୍ସିତ ସଂଖ୍ୟା ୧୦୫ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।