ଭୁବନେଶ୍ବର ୧୮/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୪୦। ପଜିଟିଭ ସଂଖ୍ୟା ୧୦,୩୫,୪୧୭ ଚିହ୍ନଟ ହୋଇଛନ୍ତି ୧୦,୨୨,୨୫୦ ଜଣ ସୁସ୍ଥ ହୋଇଥିବା ବେଳେ ୪,୮୨୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୯୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୨,୩୭୭ ସୁସ୍ଥ ସଂଖ୍ୟା ୧,୬୮,୪୨୮ ଚିକିତ୍ସିତ ସଂଖ୍ୟା ୨,୪୧୦, ମୃତ ସଂଖ୍ୟା ୧୫୨୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୦୫୮, ସୁସ୍ଥ ସଂଖ୍ୟା ୯୨,୭୩୪ ଚିକିତ୍ସିତ ସଂଖ୍ୟା ୪୭୧, ମୃତ ସଂଖ୍ୟା ୮୪୯, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୧୫ ସୁସ୍ଥ ସଂଖ୍ୟା ୩୩,୩୦୧ ଚିକିତ୍ସିତ ସଂଖ୍ୟା ୨୯ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୭୦୮ ସୁସ୍ଥ ସଂଖ୍ୟା ୬୧,୦୧୭ ଚିକିତ୍ସିତ ସଂଖ୍ୟା ୯୮ ,ମୃତ ସଂଖ୍ୟା ୫୮୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।