ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୪୩।

0 1,143

ଭୁବନେଶ୍ବର ୧୭/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୪୩। ପଜିଟିଭ ସଂଖ୍ୟା ୧୦,୩୫,୦୭୭ ଚିହ୍ନଟ ହୋଇଛନ୍ତି ୧୦,୨୧,୭୪୨ ଜଣ ସୁସ୍ଥ ହୋଇଥିବା ବେଳେ ୪,୯୯୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୮୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୨,୨୨୮ ସୁସ୍ଥ ସଂଖ୍ୟା ୧,୬୮,୧୮୭ ଚିକିତ୍ସିତ ସଂଖ୍ୟା ୨,୫୦୩, ମୃତ ସଂଖ୍ୟା ୧୫୨୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୦୧୫, ସୁସ୍ଥ ସଂଖ୍ୟା ୯୨,୬୭୩ ଚିକିତ୍ସିତ ସଂଖ୍ୟା ୪୮୯, ମୃତ ସଂଖ୍ୟା ୮୪୯, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୧୧ ସୁସ୍ଥ ସଂଖ୍ୟା ୩୩,୨୯୮ ଚିକିତ୍ସିତ ସଂଖ୍ୟା ୨୮ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୭୦୬ ସୁସ୍ଥ ସଂଖ୍ୟା ୬୧,୦୦୭ ଚିକିତ୍ସିତ ସଂଖ୍ୟା ୧୦୮ ,ମୃତ ସଂଖ୍ୟା ୫୮୭ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.