ଭୁବନେଶ୍ବର ୧୩/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୧୫। ପଜିଟିଭ ସଂଖ୍ୟା ୧୦,୩୩,୨୮୮ ଚିହ୍ନଟ ହୋଇଛନ୍ତି ୧୦,୧୯,୭୬୪ ଜଣ ସୁସ୍ଥ ହୋଇଥିବା ବେଳେ ୫,୨୦୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୬୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୧,୩୨୯ ସୁସ୍ଥ ସଂଖ୍ୟା ୧,୬୭,୨୬୨ ଚିକିତ୍ସିତ ସଂଖ୍ୟା ୨,୫୩୫, ମୃତ ସଂଖ୍ୟା ୧୫୨୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୩,୮୪୬, ସୁସ୍ଥ ସଂଖ୍ୟା ୯୨,୪୧୮ ଚିକିତ୍ସିତ ସଂଖ୍ୟା ୫୭୭, ମୃତ ସଂଖ୍ୟା ୮୪୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୯୬ ସୁସ୍ଥ ସଂଖ୍ୟା ୩୩,୨୮୪ ଚିକିତ୍ସିତ ସଂଖ୍ୟା ୨୭ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୬୭୬ ସୁସ୍ଥ ସଂଖ୍ୟା ୬୦,୯୮୬ ଚିକିତ୍ସିତ ସଂଖ୍ୟା ୧୦୧ ,ମୃତ ସଂଖ୍ୟା ୫୮୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।