ଭୁବନେଶ୍ବର ୧୧/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୪୮। ପଜିଟିଭ ସଂଖ୍ୟା ୧୦,୩୨,୧୪୪ ଚିହ୍ନଟ ହୋଇଛନ୍ତି ୧୦,୧୮,୭୪୯ ଜଣ ସୁସ୍ଥ ହୋଇଥିବା ବେଳେ ୫,୦୮୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୫୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୦,୭୩୨ ସୁସ୍ଥ ସଂଖ୍ୟା ୧,୬୬,୮୦୫ ଚିକିତ୍ସିତ ସଂଖ୍ୟା ୨,୩୯୯, ମୃତ ସଂଖ୍ୟା ୧୫୧୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୩,୭୩୭, ସୁସ୍ଥ ସଂଖ୍ୟା ୯୨,୨୯୩ ଚିକିତ୍ସିତ ସଂଖ୍ୟା ୫୯୫, ମୃତ ସଂଖ୍ୟା ୮୪୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୮୭ ସୁସ୍ଥ ସଂଖ୍ୟା ୩୩,୨୮୦ ଚିକିତ୍ସିତ ସଂଖ୍ୟା ୨୨ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୬୫୮ ସୁସ୍ଥ ସଂଖ୍ୟା ୬୦,୯୬୮ ଚିକିତ୍ସିତ ସଂଖ୍ୟା ୧୦୨ ,ମୃତ ସଂଖ୍ୟା ୫୮୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।