ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୦୭ ।

0 1,443

ଭୁବନେଶ୍ବର ୦୪/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୦୭। ପଜିଟିଭ ସଂଖ୍ୟା ୧୦,୨୮,୩୬୬ ଚିହ୍ନଟ ହୋଇଛନ୍ତି ୧୦,୧୫,୦୧୮ ଜଣ ସୁସ୍ଥ ହୋଇଥିବା ବେଳେ ୫,୦୭୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୮,୯୩୦ ସୁସ୍ଥ ସଂଖ୍ୟା ୧,୬୫,୨୦୬ ଚିକିତ୍ସିତ ସଂଖ୍ୟା ୨,୨୧୩, ମୃତ ସଂଖ୍ୟା ୧୫୦୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୩,୨୯୨, ସୁସ୍ଥ ସଂଖ୍ୟା ୯୧,୮୫୫ ଚିକିତ୍ସିତ ସଂଖ୍ୟା ୫୯୫, ମୃତ ସଂଖ୍ୟା ୮୩୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୬୬ ସୁସ୍ଥ ସଂଖ୍ୟା ୩୩,୨୫୧ ଚିକିତ୍ସିତ ସଂଖ୍ୟା ୩୨ ମୃତ ସଂଖ୍ୟା ୪୭୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୫୮୨ ସୁସ୍ଥ ସଂଖ୍ୟା ୬୦,୯୨୪ ଚିକିତ୍ସିତ ସଂଖ୍ୟା ୭୩ ,ମୃତ ସଂଖ୍ୟା ୫୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.