ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୦୦୩୧।

0 1,442

ଭୁବନେଶ୍ବର ୧୦/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୦୩୧। ପଜିଟିଭ ସଂଖ୍ୟା ୫,୪୪,୮୭୩ ଚିହ୍ନଟ ହୋଇଛନ୍ତି ୪,୪୭,୮୬୩ ଜଣ ସୁସ୍ଥ ହୋଇଥିବା ବେଳେ ୯୪,୭୬୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୧୯୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୫,୦୪୨ ସୁସ୍ଥ ସଂଖ୍ୟା ୭୦,୧୧୪ ଚିକିତ୍ସିତ ସଂଖ୍ୟା ୧୪,୫୨୯, ମୃତ ସଂଖ୍ୟା ୩୮୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୨,୯୮୫ ସୁସ୍ଥ ସଂଖ୍ୟା ୩୫,୧୨୭ ଚିକିତ୍ସିତ ସଂଖ୍ୟା ୭୭୦୪, ମୃତ ସଂଖ୍ୟା ୧୫୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୬,୭୪୧, ସୁସ୍ଥ ସଂଖ୍ୟା ୨୪,୫୯୬ ଚିକିତ୍ସିତ ସଂଖ୍ୟା ୧୮୭୩ ମୃତ ସଂଖ୍ୟା ୨୬୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୯,୪୧୭ ସୁସ୍ଥ ସଂଖ୍ୟା ୨୮,୦୬୩ ଚିକିତ୍ସିତ ସଂଖ୍ୟା ୧୧୧୩୯ ମୃତ ସଂଖ୍ୟା ୨୧୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.