ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୬୫ ।

0 1,247

ଭୁବନେଶ୍ବର ୨୯/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୬୫। ପଜିଟିଭ ସଂଖ୍ୟା ୧୦,୨୫,୮୭୪ ଚିହ୍ନଟ ହୋଇଛନ୍ତି ୧୦,୧୨,୧୧୬ ଜଣ ସୁସ୍ଥ ହୋଇଥିବା ବେଳେ ୫,୫୧୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୯୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୭,୮୩୩ ସୁସ୍ଥ ସଂଖ୍ୟା ୧,୬୩,୯୪୯ ଚିକିତ୍ସିତ ସଂଖ୍ୟା ୨,୩୭୭, ମୃତ ସଂଖ୍ୟା ୧୪୯୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୨,୯୮୭, ସୁସ୍ଥ ସଂଖ୍ୟା ୯୧,୫୨୫ ଚିକିତ୍ସିତ ସଂଖ୍ୟା ୬୨୩, ମୃତ ସଂଖ୍ୟା ୮୩୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୫୬ ସୁସ୍ଥ ସଂଖ୍ୟା ୩୩,୨୩୦ ଚିକିତ୍ସିତ ସଂଖ୍ୟା ୪୪ ମୃତ ସଂଖ୍ୟା ୪୭୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୫୪୭ ସୁସ୍ଥ ସଂଖ୍ୟା ୬୦,୮୮୨ ଚିକିତ୍ସିତ ସଂଖ୍ୟା ୮୨ ,ମୃତ ସଂଖ୍ୟା ୫୭୯, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୫୩ ସୁସ୍ଥ ସଂଖ୍ୟା ୧୧,୫୯୧ ଚିକିତ୍ସିତ ସଂଖ୍ୟା ୧୩,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.