ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୪୪ ।

0 1,402

ଭୁବନେଶ୍ବର ୨୭/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୪୪। ପଜିଟିଭ ସଂଖ୍ୟା ୧୦,୨୪,୭୬୪ ଚିହ୍ନଟ ହୋଇଛନ୍ତି ୧୦,୧୦,୮୨୯ ଜଣ ସୁସ୍ଥ ହୋଇଥିବା ବେଳେ ୫,୭୦୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୮୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୭,୩୫୭ ସୁସ୍ଥ ସଂଖ୍ୟା ୧,୬୩,୩୬୦ ଚିକିତ୍ସିତ ସଂଖ୍ୟା ୨,୪୯୫, ମୃତ ସଂଖ୍ୟା ୧୪୯୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୨,୮୫୩, ସୁସ୍ଥ ସଂଖ୍ୟା ୯୧,୩୮୧ ଚିକିତ୍ସିତ ସଂଖ୍ୟା ୬୩୪, ମୃତ ସଂଖ୍ୟା ୮୩୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୪୬ ସୁସ୍ଥ ସଂଖ୍ୟା ୩୩,୨୨୩ ଚିକିତ୍ସିତ ସଂଖ୍ୟା ୪୨ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୫୩୦ ସୁସ୍ଥ ସଂଖ୍ୟା ୬୦,୮୭୩ ଚିକିତ୍ସିତ ସଂଖ୍ୟା ୭୪ ,ମୃତ ସଂଖ୍ୟା ୫୭୯, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୫୩ ସୁସ୍ଥ ସଂଖ୍ୟା ୧୧,୫୮୮ ଚିକିତ୍ସିତ ସଂଖ୍ୟା ୧୬,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.