ଭୁବନେଶ୍ବର ୨୬/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୮୫। ପଜିଟିଭ ସଂଖ୍ୟା ୧୦,୨୪,୩୨୦ ଚିହ୍ନଟ ହୋଇଛନ୍ତି ୧୦,୧୦,୧୮୩ ଜଣ ସୁସ୍ଥ ହୋଇଥିବା ବେଳେ ୫,୯୦୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୭୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୭,୧୮୯ ସୁସ୍ଥ ସଂଖ୍ୟା ୧,୬୩,୦୭୩ ଚିକିତ୍ସିତ ସଂଖ୍ୟା ୨,୬୧୨, ମୃତ ସଂଖ୍ୟା ୧୪୯୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୨,୭୮୦, ସୁସ୍ଥ ସଂଖ୍ୟା ୯୧,୨୭୮ ଚିକିତ୍ସିତ ସଂଖ୍ୟା ୬୬୪, ମୃତ ସଂଖ୍ୟା ୮୩୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୪୦ ସୁସ୍ଥ ସଂଖ୍ୟା ୩୩,୨୧୭ ଚିକିତ୍ସିତ ସଂଖ୍ୟା ୪୨ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୫୨୫ ସୁସ୍ଥ ସଂଖ୍ୟା ୬୦,୮୫୦ ଚିକିତ୍ସିତ ସଂଖ୍ୟା ୯୫ ,ମୃତ ସଂଖ୍ୟା ୫୭୬, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୫୩ ସୁସ୍ଥ ସଂଖ୍ୟା ୧୧,୫୮୮ ଚିକିତ୍ସିତ ସଂଖ୍ୟା ୧୬,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।