ଭୁବନେଶ୍ବର ୧୯/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୨୩ । ପଜିଟିଭ ସଂଖ୍ୟା ୧୦,୨୦,୨୪୪ ଚିହ୍ନଟ ହୋଇଛନ୍ତି ୧୦,୦୬,୩୨୦ ଜଣ ସୁସ୍ଥ ହୋଇଥିବା ବେଳେ ୫,୭୩୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୩୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୫,୪୪୭ ସୁସ୍ଥ ସଂଖ୍ୟା ୧,୬୧,୪୬୮ ଚିକିତ୍ସିତ ସଂଖ୍ୟା ୨,୮୦୪, ମୃତ ସଂଖ୍ୟା ୧୪୮୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୨,୩୧୫, ସୁସ୍ଥ ସଂଖ୍ୟା ୯୦,୭୬୪ ଚିକିତ୍ସିତ ସଂଖ୍ୟା ୮୩୫, ମୃତ ସଂଖ୍ୟା ୮୨୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୯୯ ସୁସ୍ଥ ସଂଖ୍ୟା ୩୩,୧୯୦ ଚିକିତ୍ସିତ ସଂଖ୍ୟା ୩୩ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୪୫୭ ସୁସ୍ଥ ସଂଖ୍ୟା ୬୦,୭୫୭ ଚିକିତ୍ସିତ ସଂଖ୍ୟା ୧୩୭ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୩୭ ସୁସ୍ଥ ସଂଖ୍ୟା ୧୧,୫୬୯ ଚିକିତ୍ସିତ ସଂଖ୍ୟା ୨୦ ,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।