ଭୁବନେଶ୍ବର ୧୮/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୯୫ । ପଜିଟିଭ ସଂଖ୍ୟା ୧୦,୧୯,୬୨୧ ଚିହ୍ନଟ ହୋଇଛନ୍ତି ୧୦,୦୫,୫୬୪ ଜଣ ସୁସ୍ଥ ହୋଇଥିବା ବେଳେ ୫,୮୭୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୨୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୫,୧୭୫ ସୁସ୍ଥ ସଂଖ୍ୟା ୧,୬୧,୧୪୬ ଚିକିତ୍ସିତ ସଂଖ୍ୟା ୨,୫୩୪, ମୃତ ସଂଖ୍ୟା ୧୪୮୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୨,୨୪୧, ସୁସ୍ଥ ସଂଖ୍ୟା ୯୦,୬୫୦ ଚିକିତ୍ସିତ ସଂଖ୍ୟା ୭୬୩, ମୃତ ସଂଖ୍ୟା ୮୨୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୮୭ ସୁସ୍ଥ ସଂଖ୍ୟା ୩୩,୧୮୫ ଚିକିତ୍ସିତ ସଂଖ୍ୟା ୨୧ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୪୫୧ ସୁସ୍ଥ ସଂଖ୍ୟା ୬୦,୭୪୪ ଚିକିତ୍ସିତ ସଂଖ୍ୟା ୧୩୧ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୩୭ ସୁସ୍ଥ ସଂଖ୍ୟା ୧୧,୫୬୮ ଚିକିତ୍ସିତ ସଂଖ୍ୟା ୧୦ ,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।