ଭୁବନେଶ୍ବର ୧୭/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୨୮ । ପଜିଟିଭ ସଂଖ୍ୟା ୧୦,୧୮,୯୨୬ ଚିହ୍ନଟ ହୋଇଛନ୍ତି ୧୦,୦୪,୮୪୫ ଜଣ ସୁସ୍ଥ ହୋଇଥିବା ବେଳେ ୫,୯୦୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୨୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୪,୮୫୨ ସୁସ୍ଥ ସଂଖ୍ୟା ୧,୬୦,୮୩୧ ଚିକିତ୍ସିତ ସଂଖ୍ୟା ୨,୫୨୭, ମୃତ ସଂଖ୍ୟା ୧୪୮୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୧,୧୫୧, ସୁସ୍ଥ ସଂଖ୍ୟା ୯୦,୫୮୨ ଚିକିତ୍ସିତ ସଂଖ୍ୟା ୭୪୨, ମୃତ ସଂଖ୍ୟା ୮୨୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୮୫ ସୁସ୍ଥ ସଂଖ୍ୟା ୩୩,୧୮୨ ଚିକିତ୍ସିତ ସଂଖ୍ୟା ୨୨ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୪୪୬ ସୁସ୍ଥ ସଂଖ୍ୟା ୬୦,୭୧୮ ଚିକିତ୍ସିତ ସଂଖ୍ୟା ୧୫୨ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୩୩ ସୁସ୍ଥ ସଂଖ୍ୟା ୧୧,୫୬୭ ଚିକିତ୍ସିତ ସଂଖ୍ୟା ୧୭ ,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।