ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୮୦ ।

0 1,029

ଭୁବନେଶ୍ବର ୧୬/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୮୦ । ପଜିଟିଭ ସଂଖ୍ୟା ୧୦,୧୮,୨୯୮ ଚିହ୍ନଟ ହୋଇଛନ୍ତି ୧୦,୦୪,୧୬୪ ଜଣ ସୁସ୍ଥ ହୋଇଥିବା ବେଳେ ୫,୯୬୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୪,୫୬୧ ସୁସ୍ଥ ସଂଖ୍ୟା ୧,୬୦,୩୯୦ ଚିକିତ୍ସିତ ସଂଖ୍ୟା ୨,୪୮୭, ମୃତ ସଂଖ୍ୟା ୧୪୮୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୧,୦୭୯, ସୁସ୍ଥ ସଂଖ୍ୟା ୯୦,୪୭୧ ଚିକିତ୍ସିତ ସଂଖ୍ୟା ୭୮୨, ମୃତ ସଂଖ୍ୟା ୮୨୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୮୪ ସୁସ୍ଥ ସଂଖ୍ୟା ୩୩,୧୭୯ ଚିକିତ୍ସିତ ସଂଖ୍ୟା ୨୪ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୪୨୩ ସୁସ୍ଥ ସଂଖ୍ୟା ୬୦,୭୦୩ ଚିକିତ୍ସିତ ସଂଖ୍ୟା ୧୪୪ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୩୩ ସୁସ୍ଥ ସଂଖ୍ୟା ୧୧,୫୬୫ ଚିକିତ୍ସିତ ସଂଖ୍ୟା ୧୯ ,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.