ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୪୯।

0 1,344

ଭୁବନେଶ୍ବର ୧୨/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୪୯ । ପଜିଟିଭ ସଂଖ୍ୟା ୧୦,୧୬,୩୬୨ ଚିହ୍ନଟ ହୋଇଛନ୍ତି ୧୦,୦୧,୨୫୪ ଜଣ ସୁସ୍ଥ ହୋଇଥିବା ବେଳେ ୬,୯୫୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୦୯୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୩,୭୧୮ ସୁସ୍ଥ ସଂଖ୍ୟା ୧,୫୯,୪୯୭ ଚିକିତ୍ସିତ ସଂଖ୍ୟା ୨,୭୩୬, ମୃତ ସଂଖ୍ୟା ୧୪୭୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୧,୮୨୧, ସୁସ୍ଥ ସଂଖ୍ୟା ୯୦,୦୩୮ ଚିକିତ୍ସିତ ସଂଖ୍ୟା ୯୬୨, ମୃତ ସଂଖ୍ୟା ୮୧୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୭୨ ସୁସ୍ଥ ସଂଖ୍ୟା ୩୩,୧୬୩ ଚିକିତ୍ସିତ ସଂଖ୍ୟା ୨୮ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୩୯୬ ସୁସ୍ଥ ସଂଖ୍ୟା ୬୦,୬୪୦ ଚିକିତ୍ସିତ ସଂଖ୍ୟା ୧୮୦ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୨୮ ସୁସ୍ଥ ସଂଖ୍ୟା ୧୧,୫୫୮ ଚିକିତ୍ସିତ ସଂଖ୍ୟା ୨୧ ,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.