ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୦୮।

0 1,324

ଭୁବନେଶ୍ବର ୦୬/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୦୯ । ପଜିଟିଭ ସଂଖ୍ୟା ୧୦,୧୨,୧୬୭ ଚିହ୍ନଟ ହୋଇଛନ୍ତି ୯,୯୭,୦୬୩ ଜଣ ସୁସ୍ଥ ହୋଇଥିବା ବେଳେ ୬,୯୯୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୦୫୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୨,୦୭୯ ସୁସ୍ଥ ସଂଖ୍ୟା ୧,୫୭,୯୨୪ ଚିକିତ୍ସିତ ସଂଖ୍ୟା ୨,୬୭୭, ମୃତ ସଂଖ୍ୟା ୧୪୬୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୧,୨୪୩, ସୁସ୍ଥ ସଂଖ୍ୟା ୮୯,୫୨୫ ଚିକିତ୍ସିତ ସଂଖ୍ୟା ୯୦୩, ମୃତ ସଂଖ୍ୟା ୮୧୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୪୯ ସୁସ୍ଥ ସଂଖ୍ୟା ୩୩,୧୨୯ ଚିକିତ୍ସିତ ସଂଖ୍ୟା ୩୯, ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୨୭୧ ସୁସ୍ଥ ସଂଖ୍ୟା ୬୦,୫୩୨ ଚିକିତ୍ସିତ ସଂଖ୍ୟା ୧୬୩ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୧୩ ସୁସ୍ଥ ସଂଖ୍ୟା ୧୧,୫୩୯ ଚିକିତ୍ସିତ ସଂଖ୍ୟା ୨୬ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.