ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୫୪ ।

0 1,335

ଭୁବନେଶ୍ବର ୦୨/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୫୪ । ପଜିଟିଭ ସଂଖ୍ୟା ୧୦,୦୯,୨୨୩ ଚିହ୍ନଟ ହୋଇଛନ୍ତି ୯,୯୩,୯୦୧ ଜଣ ସୁସ୍ଥ ହୋଇଥିବା ବେଳେ ୭,୨୪୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୦୨୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୦,୯୮୨ ସୁସ୍ଥ ସଂଖ୍ୟା ୧,୫୬,୭୯୧ ଚିକିତ୍ସିତ ସଂଖ୍ୟା ୨,୭୧୮, ମୃତ ସଂଖ୍ୟା ୧୪୬୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୮୧୪ ସୁସ୍ଥ ସଂଖ୍ୟା ୮୯,୧୧୨ ଚିକିତ୍ସିତ ସଂଖ୍ୟା ୮୯୦, ମୃତ ସଂଖ୍ୟା ୮୦୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୨୪ ସୁସ୍ଥ ସଂଖ୍ୟା ୩୩,୧୦୧ ଚିକିତ୍ସିତ ସଂଖ୍ୟା ୪୨, ମୃତ ସଂଖ୍ୟା ୪୬୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୨୦୮ ସୁସ୍ଥ ସଂଖ୍ୟା ୬୦,୪୮୮ ଚିକିତ୍ସିତ ସଂଖ୍ୟା ୧୪୪ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୦୬ ସୁସ୍ଥ ସଂଖ୍ୟା ୧୧,୫୨୪ ଚିକିତ୍ସିତ ସଂଖ୍ୟା ୩୪ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.