ଭୁବନେଶ୍ବର ୦୭/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୨୩୮। ପଜିଟିଭ ସଂଖ୍ୟା ୫,୧୨,୪୦୦ ଚିହ୍ନଟ ହୋଇଛନ୍ତି ୪,୨୩,୨୫୭ ଜଣ ସୁସ୍ଥ ହୋଇଥିବା ବେଳେ ୮୬,୯୫୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୧୪୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୦,୬୩୯ ସୁସ୍ଥ ସଂଖ୍ୟା ୬୫,୯୪୫ ଚିକିତ୍ସିତ ସଂଖ୍ୟା ୧୪,୩୦୨, ମୃତ ସଂଖ୍ୟା ୩୮୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୦,୩୨୬ ସୁସ୍ଥ ସଂଖ୍ୟା ୩୩,୫୫୭ ଚିକିତ୍ସିତ ସଂଖ୍ୟା ୬୬୧୭, ମୃତ ସଂଖ୍ୟା ୧୪୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫,୯୨୫, ସୁସ୍ଥ ସଂଖ୍ୟା ୨୩,୯୮୭ ଚିକିତ୍ସିତ ସଂଖ୍ୟା ୧୬୬୮ ମୃତ ସଂଖ୍ୟା ୨୬୨, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୭୨୮ ସୁସ୍ଥ ସଂଖ୍ୟା ୨୫,୯୧୪ ଚିକିତ୍ସିତ ସଂଖ୍ୟା ୭୬୦୫ ମୃତ ସଂଖ୍ୟା ୨୦୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।