ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୩୮ ।

0 1,276

ଭୁବନେଶ୍ବର ୩୧/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୩୮ । ପଜିଟିଭ ସଂଖ୍ୟା ୧୦,୦୭,୭୫୦ ଚିହ୍ନଟ ହୋଇଛନ୍ତି ୯,୯୨,୪୭୩ ଜଣ ସୁସ୍ଥ ହୋଇଥିବା ବେଳେ ୭,୨୫୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୯୬୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୦,୪୬୨ ସୁସ୍ଥ ସଂଖ୍ୟା ୧,୫୬,୧୯୭ ଚିକିତ୍ସିତ ସଂଖ୍ୟା ୨,୮୧୫, ମୃତ ସଂଖ୍ୟା ୧୪୪୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୬୧୫ ସୁସ୍ଥ ସଂଖ୍ୟା ୮୮,୯୬୪ ଚିକିତ୍ସିତ ସଂଖ୍ୟା ୮୪୫, ମୃତ ସଂଖ୍ୟା ୮୦୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୧୫ ସୁସ୍ଥ ସଂଖ୍ୟା ୩୩,୦୯୮ ଚିକିତ୍ସିତ ସଂଖ୍ୟା ୪୦, ମୃତ ସଂଖ୍ୟା ୪୬୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୧୬୩ ସୁସ୍ଥ ସଂଖ୍ୟା ୬୦,୪୬୬ ଚିକିତ୍ସିତ ସଂଖ୍ୟା ୧୨୧ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୯୫ ସୁସ୍ଥ ସଂଖ୍ୟା ୧୧,୫୨୨ ଚିକିତ୍ସିତ ସଂଖ୍ୟା ୨୫ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.