ଭୁବନେଶ୍ବର ୩୦/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୦୯ । ପଜିଟିଭ ସଂଖ୍ୟା ୧୦,୦୭,୧୧୨ ଚିହ୍ନଟ ହୋଇଛନ୍ତି ୯,୯୧,୬୩୦ ଜଣ ସୁସ୍ଥ ହୋଇଥିବା ବେଳେ ୭,୯୦୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୫୮୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୦,୨୦୨ ସୁସ୍ଥ ସଂଖ୍ୟା ୧,୫୫,୮୪୮ ଚିକିତ୍ସିତ ସଂଖ୍ୟା ୨,୯୦୬, ମୃତ ସଂଖ୍ୟା ୧୪୩୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୫୫୮ ସୁସ୍ଥ ସଂଖ୍ୟା ୮୮,୮୩୦ ଚିକିତ୍ସିତ ସଂଖ୍ୟା ୯୪୪, ମୃତ ସଂଖ୍ୟା ୭୮୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୧୧ ସୁସ୍ଥ ସଂଖ୍ୟା ୩୩,୦୯୨ ଚିକିତ୍ସିତ ସଂଖ୍ୟା ୪୨, ମୃତ ସଂଖ୍ୟା ୪୬୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୧୪୪ ସୁସ୍ଥ ସଂଖ୍ୟା ୬୦,୪୫୮ ଚିକିତ୍ସିତ ସଂଖ୍ୟା ୧୧୦ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୯୨ ସୁସ୍ଥ ସଂଖ୍ୟା ୧୧,୫୨୦ ଚିକିତ୍ସିତ ସଂଖ୍ୟା ୨୪ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।