ଭୁବନେଶ୍ବର ୨୯/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୪୯ । ପଜିଟିଭ ସଂଖ୍ୟା ୧୦,୦୬,୫୦୩ ଚିହ୍ନଟ ହୋଇଛନ୍ତି ୯,୯୦,୭୯୬ ଜଣ ସୁସ୍ଥ ହୋଇଥିବା ବେଳେ ୭,୮୨୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୮୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୯,୯୯୩ ସୁସ୍ଥ ସଂଖ୍ୟା ୧,୫୫,୪୭୧ ଚିକିତ୍ସିତ ସଂଖ୍ୟା ୩,୦୮୦, ମୃତ ସଂଖ୍ୟା ୧୪୩୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୪୮୭ ସୁସ୍ଥ ସଂଖ୍ୟା ୮୮,୭୭୧ ଚିକିତ୍ସିତ ସଂଖ୍ୟା ୯୫୨, ମୃତ ସଂଖ୍ୟା ୭୬୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୦୫ ସୁସ୍ଥ ସଂଖ୍ୟା ୩୩,୦୮୯ ଚିକିତ୍ସିତ ସଂଖ୍ୟା ୩୯, ମୃତ ସଂଖ୍ୟା ୪୬୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୧୩୬ ସୁସ୍ଥ ସଂଖ୍ୟା ୬୦,୪୪୫ ଚିକିତ୍ସିତ ସଂଖ୍ୟା ୧୧୫ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୯୧ ସୁସ୍ଥ ସଂଖ୍ୟା ୧୧,୫୧୭ ଚିକିତ୍ସିତ ସଂଖ୍ୟା ୨୬ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।