ଭୁବନେଶ୍ବର ୨୮/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୭୯। ପଜିଟିଭ ସଂଖ୍ୟା ୧୦,୦୫,୬୫୪ ଚିହ୍ନଟ ହୋଇଛନ୍ତି ୯,୮୯,୮୪୦ ଜଣ ସୁସ୍ଥ ହୋଇଥିବା ବେଳେ ୭,୯୯୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୭୬୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୯,୬୩୨ ସୁସ୍ଥ ସଂଖ୍ୟା ୧,୫୫,୦୯୬ ଚିକିତ୍ସିତ ସଂଖ୍ୟା ୩,୦୯୬, ମୃତ ସଂଖ୍ୟା ୧୪୩୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୩୮୯ ସୁସ୍ଥ ସଂଖ୍ୟା ୮୮,୬୫୯ ଚିକିତ୍ସିତ ସଂଖ୍ୟା ୯୮୫, ମୃତ ସଂଖ୍ୟା ୭୪୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୦୧ ସୁସ୍ଥ ସଂଖ୍ୟା ୩୩,୦୭୮ ଚିକିତ୍ସିତ ସଂଖ୍ୟା ୪୬, ମୃତ ସଂଖ୍ୟା ୪୬୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୧୨୦ ସୁସ୍ଥ ସଂଖ୍ୟା ୬୦,୪୩୨ ଚିକିତ୍ସିତ ସଂଖ୍ୟା ୧୧୨ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୯୦ ସୁସ୍ଥ ସଂଖ୍ୟା ୧୧,୫୧୨ ଚିକିତ୍ସିତ ସଂଖ୍ୟା ୩୦ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।