ଭୁବନେଶ୍ବର ୨୫/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୮୭ । ପଜିଟିଭ ସଂଖ୍ୟା ୧୦,୦୩,୨୧୦ ଚିହ୍ନଟ ହୋଇଛନ୍ତି ୯,୮୭,୩୬୯ ଜଣ ସୁସ୍ଥ ହୋଇଥିବା ବେଳେ ୮,୨୨୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୫୬୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୮,୭୬୯ ସୁସ୍ଥ ସଂଖ୍ୟା ୧,୫୪,୧୩୮ ଚିକିତ୍ସିତ ସଂଖ୍ୟା ୩,୧୯୭, ମୃତ ସଂଖ୍ୟା ୧୪୨୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୦୭୪ ସୁସ୍ଥ ସଂଖ୍ୟା ୮୮,୩୫୯ ଚିକିତ୍ସିତ ସଂଖ୍ୟା ୧,୦୪୮, ମୃତ ସଂଖ୍ୟା ୬୬୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୭୮ ସୁସ୍ଥ ସଂଖ୍ୟା ୩୩,୦୬୩ ଚିକିତ୍ସିତ ସଂଖ୍ୟା ୩୮, ମୃତ ସଂଖ୍ୟା ୪୬୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୦୬୯ ସୁସ୍ଥ ସଂଖ୍ୟା ୬୦,୪୦୨ ଚିକିତ୍ସିତ ସଂଖ୍ୟା ୯୩ ,ମୃତ ସଂଖ୍ୟା ୫୭୦, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୭୮ ସୁସ୍ଥ ସଂଖ୍ୟା ୧୧,୫୦୩ ଚିକିତ୍ସିତ ସଂଖ୍ୟା ୨୭ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।