ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୫୩।

0 1,226

ଭୁବନେଶ୍ବର ୨୨/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୫୩ । ପଜିଟିଭ ସଂଖ୍ୟା ୧୦,୦୦,୯୩୭ ଚିହ୍ନଟ ହୋଇଛନ୍ତି ୯,୮୪,୨୨୪ ଜଣ ସୁସ୍ଥ ହୋଇଥିବା ବେଳେ ୯,୩୦୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୩୫୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୭,୯୪୩ ସୁସ୍ଥ ସଂଖ୍ୟା ୧,୫୨,୯୩୮ ଚିକିତ୍ସିତ ସଂଖ୍ୟା ୩,୫୮୨, ମୃତ ସଂଖ୍ୟା ୧୪୧୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୭୮୨ ସୁସ୍ଥ ସଂଖ୍ୟା ୮୭,୯୦୪ ଚିକିତ୍ସିତ ସଂଖ୍ୟା ୧,୨୭୩, ମୃତ ସଂଖ୍ୟା ୬୦୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୬୭ ସୁସ୍ଥ ସଂଖ୍ୟା ୩୩,୦୪୩ ଚିକିତ୍ସିତ ସଂଖ୍ୟା ୪୯, ମୃତ ସଂଖ୍ୟା ୪୬୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୦୪୬ ସୁସ୍ଥ ସଂଖ୍ୟା ୬୦,୩୫୨ ଚିକିତ୍ସିତ ସଂଖ୍ୟା ୧୨୦ ,ମୃତ ସଂଖ୍ୟା ୫୭୦, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୭୩ ସୁସ୍ଥ ସଂଖ୍ୟା ୧୧,୪୮୮ ଚିକିତ୍ସିତ ସଂଖ୍ୟା ୩୭ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.