ଭୁବନେଶ୍ବର ୧୫/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୫୮ । ପଜିଟିଭ ସଂଖ୍ୟା ୯,୯୪,୫୬୫ ଚିହ୍ନଟ ହୋଇଛନ୍ତି ୯,୭୭,୧୯୭ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୪୨୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୮୮୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୫,୫୮୦ ସୁସ୍ଥ ସଂଖ୍ୟା ୧,୫୦,୩୮୩ ଚିକିତ୍ସିତ ସଂଖ୍ୟା ୩,୮୦୨, ମୃତ ସଂଖ୍ୟା ୧୩୮୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୮,୮୮୯ ସୁସ୍ଥ ସଂଖ୍ୟା ୮୭,୦୮୭ ଚିକିତ୍ସିତ ସଂଖ୍ୟା ୧,୨୯୬, ମୃତ ସଂଖ୍ୟା ୫୧୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୨୬ ସୁସ୍ଥ ସଂଖ୍ୟା ୩୩,୦୦୯ ଚିକିତ୍ସିତ ସଂଖ୍ୟା ୪୭, ମୃତ ସଂଖ୍ୟା ୪୬୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୯୬୮ ସୁସ୍ଥ ସଂଖ୍ୟା ୬୦,୨୬୮ ଚିକିତ୍ସିତ ସଂଖ୍ୟା ୧୨୮ ,ମୃତ ସଂଖ୍ୟା ୫୬୮, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୫୦ ସୁସ୍ଥ ସଂଖ୍ୟା ୧୧,୪୪୭ ଚିକିତ୍ସିତ ସଂଖ୍ୟା ୫୫ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।