ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୯୮୮୯।

0 1,226

ଭୁବନେଶ୍ବର ୦୫/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୮୮୯। ପଜିଟିଭ ସଂଖ୍ୟା ୪,୮୯,୬୪୧ ଚିହ୍ନଟ ହୋଇଛନ୍ତି ୪,୧୦,୨୨୭ ଜଣ ସୁସ୍ଥ ହୋଇଥିବା ବେଳେ ୭୭,୨୫୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୧୦୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୭,୩୩୪ ସୁସ୍ଥ ସଂଖ୍ୟା ୬୩,୯୦୦ ଚିକିତ୍ସିତ ସଂଖ୍ୟା ୧୩,୦୫୦, ମୃତ ସଂଖ୍ୟା ୩୭୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୮,୪୪୭ ସୁସ୍ଥ ସଂଖ୍ୟା ୩୨,୮୭୩ ଚିକିତ୍ସିତ ସଂଖ୍ୟା ୫୪୨୩, ମୃତ ସଂଖ୍ୟା ୧୪୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫,୪୧୭, ସୁସ୍ଥ ସଂଖ୍ୟା ୨୩,୫୪୫ ଚିକିତ୍ସିତ ସଂଖ୍ୟା ୧୬୦୪ ମୃତ ସଂଖ୍ୟା ୨୬୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୪୬୯ ସୁସ୍ଥ ସଂଖ୍ୟା ୨୫,୧୧୧ ଚିକିତ୍ସିତ ସଂଖ୍ୟା ୭୧୫୪ ମୃତ ସଂଖ୍ୟା ୨୦୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.