ଭୁବନେଶ୍ବର ୧୨/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୦୭ । ପଜିଟିଭ ସଂଖ୍ୟା ୯,୯୧,୧୮୨ ଚିହ୍ନଟ ହୋଇଛନ୍ତି ୯,୭୩,୫୭୯ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୮୫୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୬୯୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୪,୩୬୯ ସୁସ୍ଥ ସଂଖ୍ୟା ୧,୪୯,୧୫୧ ଚିକିତ୍ସିତ ସଂଖ୍ୟା ୩,୮୪୨, ମୃତ ସଂଖ୍ୟା ୧୩୬୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୮,୩୭୯ ସୁସ୍ଥ ସଂଖ୍ୟା ୮୬,୫୮୦ ଚିକିତ୍ସିତ ସଂଖ୍ୟା ୧,୩୨୧, ମୃତ ସଂଖ୍ୟା ୪୭୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୦୬ ସୁସ୍ଥ ସଂଖ୍ୟା ୩୨,୯୯୪ ଚିକିତ୍ସିତ ସଂଖ୍ୟା ୪୨, ମୃତ ସଂଖ୍ୟା ୪୬୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୯୧୮ ସୁସ୍ଥ ସଂଖ୍ୟା ୬୦,୨୩୬ ଚିକିତ୍ସିତ ସଂଖ୍ୟା ୧୧୧ ,ମୃତ ସଂଖ୍ୟା ୫୬୭, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୩୨ ସୁସ୍ଥ ସଂଖ୍ୟା ୧୧,୪୩୩ ଚିକିତ୍ସିତ ସଂଖ୍ୟା ୫୧ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।