ଭୁବନେଶ୍ବର ୧୦/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୪୧ । ପଜିଟିଭ ସଂଖ୍ୟା ୯,୮୮,୯୯୭ ଚିହ୍ନଟ ହୋଇଛନ୍ତି ୯,୭୧,୩୯୧ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୯୮୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୫୬୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୩,୬୦୦ ସୁସ୍ଥ ସଂଖ୍ୟା ୧,୪୮,୫୬୩ ଚିକିତ୍ସିତ ସଂଖ୍ୟା ୩,୬୯୨, ମୃତ ସଂଖ୍ୟା ୧୩୩୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୮,୧୦୨ ସୁସ୍ଥ ସଂଖ୍ୟା ୮୬,୩୧୩ ଚିକିତ୍ସିତ ସଂଖ୍ୟା ୧,୩୪୧, ମୃତ ସଂଖ୍ୟା ୪୪୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୪୯୬ ସୁସ୍ଥ ସଂଖ୍ୟା ୩୨,୯୭୩ ଚିକିତ୍ସିତ ସଂଖ୍ୟା ୫୩, ମୃତ ସଂଖ୍ୟା ୪୬୨, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୮୯୫ ସୁସ୍ଥ ସଂଖ୍ୟା ୬୦,୧୮୫ ଚିକିତ୍ସିତ ସଂଖ୍ୟା ୨୪୦ ,ମୃତ ସଂଖ୍ୟା ୫୬୬, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୧୭ ସୁସ୍ଥ ସଂଖ୍ୟା ୧୧,୪୨୨ ଚିକିତ୍ସିତ ସଂଖ୍ୟା ୫୯ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।