ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୨୪୩ ।

0 1,277

ଭୁବନେଶ୍ବର ୦୮/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୪୩ । ପଜିଟିଭ ସଂଖ୍ୟା ୯,୮୭,୦୭୦ ଚିହ୍ନଟ ହୋଇଛନ୍ତି ୯,୬୮,୪୫୩ ଜଣ ସୁସ୍ଥ ହୋଇଥିବା ବେଳେ ୧୨,୧୨୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୪୩୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୨,୯୬୪ ସୁସ୍ଥ ସଂଖ୍ୟା ୧,୪୭,୬୬୨ ଚିକିତ୍ସିତ ସଂଖ୍ୟା ୪,୯୯୬, ମୃତ ସଂଖ୍ୟା ୧୨୮୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୭,୮୮୯ ସୁସ୍ଥ ସଂଖ୍ୟା ୮୫,୯୪୪ ଚିକିତ୍ସିତ ସଂଖ୍ୟା ୧,୫୧୩, ମୃତ ସଂଖ୍ୟା ୪୨୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୪୭୭ ସୁସ୍ଥ ସଂଖ୍ୟା ୩୨,୯୫୯ ଚିକିତ୍ସିତ ସଂଖ୍ୟା ୪୯, ମୃତ ସଂଖ୍ୟା ୪୬୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୮୭୮ ସୁସ୍ଥ ସଂଖ୍ୟା ୬୦,୧୩୯ ଚିକିତ୍ସିତ ସଂଖ୍ୟା ୨୭୮ ,ମୃତ ସଂଖ୍ୟା ୫୫୭, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୦୫ ସୁସ୍ଥ ସଂଖ୍ୟା ୧୧,୪୦୮ ଚିକିତ୍ସିତ ସଂଖ୍ୟା ୪୯ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.