ଭୁବନେଶ୍ବର ୦୪/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୩୧୫ । ପଜିଟିଭ ସଂଖ୍ୟା ୯,୮୨,୧୮୧ ଚିହ୍ନଟ ହୋଇଛନ୍ତି ୯,୬୨,୦୮୮ ଜଣ ସୁସ୍ଥ ହୋଇଥିବା ବେଳେ ୧୩,୮୭୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୧୬୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୧,୩୦୦ ସୁସ୍ଥ ସଂଖ୍ୟା ୧,୪୬,୦୦୨ ଚିକିତ୍ସିତ ସଂଖ୍ୟା ୪,୦୮୨, ମୃତ ସଂଖ୍ୟା ୧୨୦୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୭,୨୮୩ ସୁସ୍ଥ ସଂଖ୍ୟା ୮୫,୧୦୫ ଚିକିତ୍ସିତ ସଂଖ୍ୟା ୧,୭୯୮, ମୃତ ସଂଖ୍ୟା ୩୭୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୪୪୯ ସୁସ୍ଥ ସଂଖ୍ୟା ୩୨,୯୨୯ ଚିକିତ୍ସିତ ସଂଖ୍ୟା ୬୨, ମୃତ ସଂଖ୍ୟା ୪୫୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୬୨୦ ସୁସ୍ଥ ସଂଖ୍ୟା ୫୯,୯୯୬ ଚିକିତ୍ସିତ ସଂଖ୍ୟା ୨୭୨ ,ମୃତ ସଂଖ୍ୟା ୫୩୯, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୪୮୭ ସୁସ୍ଥ ସଂଖ୍ୟା ୧୧,୩୮୬ ଚିକିତ୍ସିତ ସଂଖ୍ୟା ୫୩ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।