ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧୨୯।

0 1,244

ଭୁବନେଶ୍ବର ୦୩/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୨୯ । ପଜିଟିଭ ସଂଖ୍ୟା ୯,୮୦,୮୬୬ ଚିହ୍ନଟ ହୋଇଛନ୍ତି ୯,୬୦,୩୮୬ ଜଣ ସୁସ୍ଥ ହୋଇଥିବା ବେଳେ ୧୪,୩୨୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୧୦୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୦,୮୮୭ ସୁସ୍ଥ ସଂଖ୍ୟା ୧,୪୫,୫୩୯ ଚିକିତ୍ସିତ ସଂଖ୍ୟା ୪,୧୫୦, ମୃତ ସଂଖ୍ୟା ୧୧୮୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୭,୦୮୫ ସୁସ୍ଥ ସଂଖ୍ୟା ୮୪,୮୭୨ ଚିକିତ୍ସିତ ସଂଖ୍ୟା ୧,୮୪୩, ମୃତ ସଂଖ୍ୟା ୩୬୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୪୩୮ ସୁସ୍ଥ ସଂଖ୍ୟା ୩୨,୯୨୧ ଚିକିତ୍ସିତ ସଂଖ୍ୟା ୬୦, ମୃତ ସଂଖ୍ୟା ୪୪୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୭୯୫ ସୁସ୍ଥ ସଂଖ୍ୟା ୫୯,୯୫୨ ଚିକିତ୍ସିତ ସଂଖ୍ୟା ୩୦୧ ,ମୃତ ସଂଖ୍ୟା ୫୩୮,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୪୮୨ ସୁସ୍ଥ ସଂଖ୍ୟା ୧୧,୩୭୬ ଚିକିତ୍ସିତ ସଂଖ୍ୟା ୫୮ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.