ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୬୪୭।

0 1,290

ଭୁବନେଶ୍ବର ୨୪/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୬୪୭। ପଜିଟିଭ ସଂଖ୍ୟା ୪,୦୧,୩୪୧ ଚିହ୍ନଟ ହୋଇଛନ୍ତି ୩,୫୬,୦୦୩ଜଣ ସୁସ୍ଥ ହୋଇଥିବା ବେଳେ ୪୩,୩୦୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୮୧ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୩,୩୧୧ ସୁସ୍ଥ ସଂଖ୍ୟା ୫୫,୪୨୨ଚିକିତ୍ସିତ ସଂଖ୍ୟା ୭୫୩୬, ମୃତ ସଂଖ୍ୟା ୩୪୩, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୭୦୧ ସୁସ୍ଥ ସଂଖ୍ୟା ୩୦,୦୨୬ ଚିକିତ୍ସିତ ସଂଖ୍ୟା ୨୫୨୭, ମୃତ ସଂଖ୍ୟା ୧୪୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୩,୧୭୪, ସୁସ୍ଥ ସଂଖ୍ୟା ୨୨,୨୦୪ ଚିକିତ୍ସିତ ସଂଖ୍ୟା ୭୦୭ ମୃତ ସଂଖ୍ୟା ୨୫୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୪,୫୨୭ ସୁସ୍ଥ ସଂଖ୍ୟା ୧୮,୫୧୭, ଚିକିତ୍ସିତ ସଂଖ୍ୟା ୫୮୨୬, ମୃତ ସଂଖ୍ୟା ୧୮୦ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.