ଯାଜପୁରରେ ସୂଚନା ଅଧିକାରୀ କର୍ମୀଙ୍କ ଉପରେ ବୋମାମାଡ଼ ଘଟଣା; ମୁଖ୍ୟ ଅଭିଯୁକ୍ତ ଗିରଫ ।

0 488

ଯାଜପୁର,୨୪/୦୪(ପିପିଟି) : ଯାଜପୁର ଜିଲ୍ଲା ଧର୍ମଶାଳ ଅଞ୍ଚଳରେ ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରେ ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ତାଙ୍କ ନାଁ ରବି ଦାସ, ଘର ଜେନାପୁର ଥାନା ଡଙ୍କାରୀ ଅଞ୍ଚଳର । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଗତ ମାସ ୨୭ ତାରିଖରେ ସର୍ବେଶ୍ୱର ନିଜ ସହଯୋଗୀଙ୍କ ସହ ଫେରୁଥିବା ବେଳେ ଧର୍ମଶାଳା ଥାନା ଇମାମନଗର ଗାଁ ନିକଟରେ କିଛି ଦୁର୍ବୃତ୍ତ ତାଙ୍କ ଉପରେ ବୋମାମାଡ଼ କରିଥିଲେ ।

Leave A Reply

Your email address will not be published.