ଯାଜପୁରରେ ପୁଣି ଚାରିଜଣ କରୋନା ପଜିଟିଭ ।

0 54

ଯାଜପୁର,(ପିପିଟି)୦୫/୦୫,ଯାଜପୁରରେ ଆଉ ୪ପଜିଟିଭ ଚିହ୍ନଟ,ଜିଲ୍ଲାରେ ମୋଟ୍ କୋରୋନା ଆକ୍ରାନ୍ତ ୫୨, ଆକ୍ରାନ୍ତ ମାନେ ସମସ୍ତେ ଯାଜପୁର ସଦର ବ୍ଲକ ଏରବାଙ୍କ ଅଞ୍ଚଳର,ସଦର ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୭ରେ,ଏମାନଙ୍କର କୋଲକାତା ଲିଙ୍କ ଥିବା ସୂଚନା, କୋଲକାତା ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ, ସରକାରୀ କ୍ବାରେନଟାଇନରେ ରହିଥିଲେ।ଜଣେ ୪୮ବର୍ଷ ଜଣେ ୫୫ବର୍ଷ ଜଣେ ୬୦ବର୍ଷ ଓ ଜଣେ ୬୨ବର୍ଷ ସୂଚନା ମିଳିଥିଲା ଏରବାଙ୍କ,ଏନଡୋରୀ,ରଘୁନାଥପୁର କୁ କଣ୍ଟେଣ୍ଟମେଣ୍ଟ ଅଞ୍ଚଳ ରୂପେ ଘୋଷଣା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ ।
ରିପୋର୍ଟ – ଦେବ କୁମାର ।

Leave A Reply

Your email address will not be published.