ମୃତ ଶ୍ରମିକଙ୍କ ପରିବାରକୁ ସହାୟତା କଲେ ପୋଲସରା ବିଧାୟକ।

0 555

ପୋଲସରା,୧୧/୧୨(ପିପିଟି); ପୋଲସରା ବ୍ଲକ ବାଲିଛାଇ ଗ୍ରାମର ସତ୍ୟବାନ ଜେନା ସୁରତରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.