ମୃତକଙ୍କ ପରିବାରୁ ବିଧାୟକଙ୍କ ଆର୍ଥିକ ସହାୟତା।

0 365

ବୁଗୁଡା,୨୨/୧୦(ପିପିଟି): ବୁଗୁଡା ବ୍ଲକ ଅନ୍ତର୍ଗତ କଞ୍ଚୁରୁ ଗ୍ରାମର ତପନ କୁମାର ସ୍ୱାଇଁ ବୟସ ୨୫ ଏବଂ ପ୍ରକାଶ ପାତ୍ର ବୟସ ୨୯ ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ଉଭୟ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଏବଂ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି।

Leave A Reply

Your email address will not be published.