ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ସହାୟତା ରାଶି ପ୍ରଦାନ ।

0 243

ପଦ୍ମପୁର(ପିପିଟି ନ୍ଯୁଜ୍)୦୮/୦୪:- ପାଇକମାଲ ବ୍ଲକ  ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଂଚାୟତ କାର୍ଯାଳୟ ଠାରେ କରୋନା ମୁକାବିଲା ସକାଶେ ୫୦ଟି ସ୍ୱୟଂସହାୟକ ଗୋଷ୍ଠୀ କୁନେଇ ଗଠିତ ବୁକୁରାମୁଣ୍ଡା ପଂଚାୟତ ସ୍ତରୀୟ ମହିଳାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧୦୦ ଟଙ୍କା ମାତ୍ର ପ୍ରଦାନ କରାଯାଇଛି ।ମହିଳା ସଂଘର ସଭାନେତ୍ରୀ ସୁଶ୍ରୀ ଟିକେଶ୍ୱରୀ ଦେବତା,ଏମ୍.ବି.କେ- ପୁଷ୍ପାଂଜଳୀ ଭୋଇ ସ୍ୱହସ୍ତ ରେ ସରପଂଚ ଅଭିମନ୍ୟୁ ବରିହା ଙ୍କ ଉପସ୍ଥିତି ରେ ପଂଚାୟତ ର ପି.ଇ.ଓ ବିର୍ଥରାମ ବରିହା ଙ୍କୁ ପ୍ରଦାନ କରଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.