ମା’ ସିଂହାସନୀ ପୀଠରେ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ସମୀକ୍ଷା ବୈଠକ ।

0 431

ପୋଲସରା,୧୫/୦୬(ପିପିଟି);ପୋଲସରା ବ୍ଲକ ଅନ୍ତର୍ଗତ ମା’ ସିଂହାସନୀ ପୀଠରେ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ରଜ ପର୍ବକୁ ବନ୍ଦ କରାଯାଇଅଛି। କେବଳ ପୂଜାରୀ ମାନଙ୍କୁ ନେଇ ନୀତିକାନ୍ତି ଅନୁଯାଇ ପୂଜାର୍ଚ୍ଚନା ଚାଲୁଅଛି। ଆଜି ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମା’ ସିଂହାସନୀ ପିଠକୁ ଯାଇ ପରିଦର୍ଶନ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି। ଉପ ଜିଲ୍ଲାପାଳ ଛତ୍ରପୁର, ଏସଡିପିଓ ପୁରୁଷୋତ୍ତମପୁର, ପୋଲସରା ବିଡିଓ, ତହସିଲଦାର,ଥାନା ଅଧିକାରୀ ଓ ମା ସିଂହାସନୀ ଉନ୍ନୟନ କମିଟିର ସମସ୍ତ ସଭ୍ୟ ଯୋଗ ଦେଇଥିଲେ।

Leave A Reply

Your email address will not be published.