ମା’ ମହାମାୟୀଙ୍କ ନଗର ପରିକ୍ରମା।

0 674

କବିସୂର୍ଯ୍ୟନଗର,୧୬/୦୫(ପିପିଟି): ମା’ ମହାମାୟୀଙ୍କ ଐତିହାସିକ ଯାତ୍ରା ମଇ ୧୩ ତାରିଖରୁ ଆରମ୍ଭ ହୋଇଯାଇଛି। ଆଜି ମା’ ମହାମାୟୀଙ୍କ ଘଟ ପାଟସିଲିଆ ବାଡ ପରିକ୍ରମା କରିଛନ୍ତି। ରୀତିନୀତି ଅନୁଯାୟୀ ମା’ଙ୍କ ଘଟ ଭକ୍ତଙ୍କ ଗହଣରେ ଘଣ୍ଟ ମୃଦଙ୍ଗ, ଯୋଡି ଶଙ୍ଖ ନାଦ ସହିତ, ଲୋକ କଳା ବାଘ,ଘୋଡା ଓ ଅନ୍ଯ ବେଶଭୂଷାର ପଟୁଆରରେ ପରିକ୍ରମା ହୋଇଛି। କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁଙ୍କ ନେତୃତ୍ବରେ ପୁଲିସ ଆଇନ ଶୃଙ୍ଖଳା ପରିସ୍ଥିତକୁ ନିୟନ୍ତ୍ରଣ କରିଥିଲେ।
(ରିପୋର୍ଟ- ସପ୍ନେଶ୍ବର ପାଣିଗ୍ରାହୀ ।)

Leave A Reply

Your email address will not be published.