ମା ଦାନ୍ତ ଚିକିତ୍ସାଳୟ ପକ୍ଷରୁ କରୋନା ସଚେତନ କାର୍ଯ୍ୟକ୍ରମ ।

0 308

କବିସୂର୍ଯ୍ଯ ନଗର,୦୯/୦୪(ପିପିଟି); ମା ଦାନ୍ତ ଚିକିତ୍ସାଳୟ ପକ୍ଷରୁ କବିସୂର୍ଯ୍ଯ ନଗର ଠାରେ ବିଭିନ୍ନ ସାହିରେ କରୋନା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡା.ସି.ଆର.ପ୍ରଧାନ, ମା ଦାନ୍ତ ଚିକିତ୍ସାଳୟର କର୍ମଚାରୀ ସୁଜାତା, ଲିପି,ଲକି,ପାୟଲ,ଶିବାନୀ,ସ୍ବର୍ଣ୍ଣ ପ୍ରମୁଖ ଅଂଶଗ୍ରହଣ କରି ସାଧାରଣ ଜନତାଙ୍କୁ ମାସ୍କ ବ୍ଯବହାର, ସାନିଟାଇଜର,ସାମାଜିକ ଦୂରତ୍ବ ରଖିବା ଉପରେ ବୁଝାଇଥିଲେ । ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ମାନି ଚଳିବା ପାଇଁ ଡା.ପ୍ରଧାନ ଲୋକ ମାନଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.